ସତ୍ୟନଗର ଲେକ୍‌ ଜୋନ୍‌ରେ ୨୦ କୋଟିର ଜମି କେଳେଙ୍କାରୀ

ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ, ସରକାରଙ୍କ ଖାତାକୁ ନେଲେନି ଭୁବନେଶ୍ୱର: ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ। ହେଲେ ସରକାରୀ ଖାତାକୁ ନେଲେ ନାହିଁ କିମ୍ବା ବ୍ୟବହାର ମଧ୍ୟ କଲେ ନାହିଁ। ବର୍ଷ ବର୍ଷ ପଡ଼ିବା ପରେ ଦଲାଲ ଲାଗିଗଲେ। ମୂଳ ମାଲିକଙ୍କ କାଗଜପତ୍ର ଜାଲ୍‌ କରି ସରକାରଙ୍କ ଜମିକୁ ବିକିଦେଲେ। ମୂଳ ମାଲିକ କ୍ଷତିପୂରଣ ‌ନେଇ ଚାଲିଗଲେ। ଦଲାଲ୍‌ କୋଟି କୋଟି ଟଙ୍କା ରୋଜଗାର କଲା। ଏହା … Continue reading ସତ୍ୟନଗର ଲେକ୍‌ ଜୋନ୍‌ରେ ୨୦ କୋଟିର ଜମି କେଳେଙ୍କାରୀ